ଛୁଞ୍ଚିକନା
ଦେଖଣା
ଛୁଞ୍ଚିକନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛୁଞ୍ଚିକନା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସେଚନ+କର୍ଣ୍ଣ)
[ସମ୍ପାଦନା]ପ୍ରତିଦିନ ଘର ଓ ଅଗଣା ଲିପିବା ନିମିତ୍ତ ବ୍ୟବହୃତ ଛିଣ୍ଡା କନା; ମାଟିଗୋବର କନା —A rag in smearing the mud floor of a house and courtyard with mud and cowdung mixed with water.
ଘର ଘରଣିଏ ଛାଡ଼ି ଛୁଞ୍ଚିକନା ରନ୍ଧାବଢ଼ାକୁ ଉଦାସୀ ଭିକାରୀ. ଗୀତଲହରୀ