Jump to content

ଛୁଞ୍ଚିଗଳା

ଉଇକିଅଭିଧାନ‌ରୁ

ଛୁଞ୍ଚିଗଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛୁଞ୍ଚି ଫୋଡ଼ା; ଛୁଞ୍ଚିମରା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଆଧୁନିକ ବ୍ୟବହାର)

[ସମ୍ପାଦନା]

ଫମ୍ପା ଛୁଞ୍ଚି ମଧ୍ୟରେ ଦ୍ରବ ଔଷଧ ଚଳାଇ ରୋଗିର ଶରୀରକୁ ଫୋଡ଼ି ଉକ୍ତ ଔଷଧକୁ ଶିରଦ୍ୱାରା ରୋଗିର ରକ୍ତରେ ସଞ୍ଚାଳିତ କରିବା କ୍ରିୟା —Injection; hypodermic injection.