ଛୁଞ୍ଚିମୁନିଆଁ
ଦେଖଣା
ଛୁଞ୍ଚିମୁନିଆଁ (ପକ୍ଷୀ) —
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛୁଞ୍ଚିମୁନିଆଁ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟୁଣ୍ଟୁକ; ତୁନ୍ନବାୟ; ସୌଚିକ)
[ସମ୍ପାଦନା]ଶାଖାଶ୍ରୟୀ କ୍ଷୁଦ୍ର ପକ୍ଷୀବିଶେଷ — The Indian Tailor-bird; Orthomus Sutorius.
[ ଦ୍ର—ଏ ୬୭: ଆଙ୍ଗୁଳ ଲମ୍ୱା; ଏହାର ଡାକ 'ଟୁଉଲ, ଟୁଉଇ'; ଏହାର ଚଞ୍ଚୁ ଓ ମସ୍ତକ ସମାନ ଦୀର୍ଘ; ଚଞ୍ଚୁ ସରୁ ଓ ଦୀର୍ଘ— ଏମାନେ ଥଣ୍ଟାରେ ଏକାଧିକ ପତ୍ର ଦାଢ଼କୁ ସିଲେଇ କରି ବସା ନିର୍ମାଣ କରନ୍ତି]