Jump to content

ଛୁଞ୍ଚିମୁହାଁ

ଉଇକିଅଭିଧାନ‌ରୁ

ଛୁଞ୍ଚିମୁହାଁ

ଉଚ୍ଚାରଣ

[ସମ୍ପାଦନା]
(ଛୁଞ୍ଚିମୁହୀଁ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ସୂଚି+ମୁଖ)

[ସମ୍ପାଦନା]

(ପୁରୁଷକୁ ଦିଆଯିବା ଗାଳି) —(a term of abuse applied to males)—ଯେଉଁ ବ୍ୟକ୍ତିର ମୁହଁ ବା ଓଠ ଗୋଜିଆ ହୋଇ ବାହାରି ଥାଏ —(a person) Having the lips protruding to a point.

[ ଦ୍ର—ଏପରି ଲୋକ ଚୁପ୍ସଇତାନ୍ ଓ କ୍ରୋଧୀ ହୁଅନ୍ତି]