ଛୁଞ୍ଚି ମାରିବା
ଦେଖଣା
ଛୁଞ୍ଚି ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦେହରେ ସୂଚିବେଧ ପରି ବେଦନା ଅନୁଭୁତି — Pinpricks; sensation resembling that due to piercing the body with a needle.
(ଯଥା—ମୋ କଙ୍କାଳକୁ ଘଣ୍ଟାଏ ହେଲା ଛୁଞ୍ଚି ମାରି— ଦଉଛି)
ଛୁଞ୍ଚି ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଛୁଞ୍ଚିରେ ଫୋଡ଼ିବା;
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସୂଚି— ବେଧନବାତ୍ ତୀବ୍ର ଯାତନା ଅନୂଭୁତ ହେବା