Jump to content

ଛୁଟଣ

ଉଇକିଅଭିଧାନ‌ରୁ

ଛୁଟଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛୁଟ୍ ଧାତୁ=ବନ୍ଧନ କାଟିବା, ହିନ୍ଦୀ - ଶବ୍ଦସାଗର)

[ସମ୍ପାଦନା]
୧. ବିରାମ; ବିରତି — ୧. Cessation; remission.
୨. ମୁକ୍ତି —୨. Liberation.
୩. ଅବସର; ବିଶ୍ରାମ; ଫୁରୁସେତ୍ — ୩. Rest; leisure.

(ଯଥା—ମତେ କାମରେ ଦଣ୍ଡେ ଛୁଟଣ ନାହିଁ)