ଛୁଟାଛୁଟି
ଦେଖଣା
ଛୁଟାଛୁଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛୁଟାଛୁଟି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଇତସ୍ତତଃ ଦଉଡ଼ାଦଉଡ଼ି; ଦଉଡ଼ଧାପଡ଼ — ୧. Running to and fro.
- ୨. ହରା; ଲଣ୍ଡଭଣ୍ଡ —୨. Hot-haste; bustle, hurry-scurry.
- ୩. ଏକର ପଶ୍ଚାତ୍ ଅନ୍ୟର ଧାବନ — ୩. Chasing one another.