Jump to content

ଛୁଟିଦିନ

ଉଇକିଅଭିଧାନ‌ରୁ

ଛୁଟିଦିନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅବସରବାସର; ଯେଉଁଦିନ ସ୍କୁଲ, କଚେରି ବା କାରଖାନା ଅଦିର କାମ କୌଣସି ବିଶେଷ ଉପ— ଲକ୍ଷରେ ବନ୍ଦ ଥାଏ —Holiday; vacation- time; recess.