Jump to content

ଛୁଟି ଦେବା

ଉଇକିଅଭିଧାନ‌ରୁ

ଛୁଟି ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛୁଟି କରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବ୍ୟକ୍ତିକୁ କାର୍ଯ୍ୟରୁ ସାମୟିକ ବା ନିର୍ଦ୍ଦିଷ୍ଟ କାଳପାଇଁ ଅବସର ଦେବା — ୧. To grant leave.
୨. (ବନ୍ଧନରୁ, ସ୍କୁଲରୁ, ମକଦମାରୁ, ଦାୟିତ୍ୱରୁ) କୌଣସି ବ୍ୟକ୍ତିକୁ ଖଲାସ ଦେବା; ମୁକ୍ତି ଦେବା —୨. To release; to discharge; to acquit.
୩. ସ୍କୁଲ ବା କଚେରି ଆଦିର କାର୍ଯ୍ୟ ସ୍ଥକିତ କରିବା ବା ଭାଙ୍ଗିବା —୩. To dismiss a court or school.