ଛୁଟି ମିଳିବା
ଦେଖଣା
ଛୁଟି ମିଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛୁଟି ମିଳିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କାର୍ଯ୍ୟରୁ ସାମୟିକ ଅବସରପ୍ରାପ୍ତି — ୧. Getting of leave.
(ଯଥା—ପୁଅବିଭାପାଇଁ ମୋତେ୪ଦିନ ମାତ୍ର ଛୁଟି ମିଳିଲା)
(ଛୁଟି ମିଳି ଯିବା—ଅନ୍ୟରୂପ)
- ୨. ଦାୟିତ୍ୱରୁ ମୁକ୍ତିଲାଭ —୨. Being released or discharged from a responsibility.
- ୩. କାର୍ଯ୍ୟରୁ ବିରତ ହେବା ପାଇଁ ଆଦେଶପ୍ରାପ୍ତି — ୩. Getting of permission to stop work.
- ୪. ଫୁର୍ସେତ୍ ବା ଅବକାଶ ପ୍ରାପ୍ତି — ୪. Getting of leisure.
- ୫. ବନ୍ଧନ ବା କାରାବାସରୁ ମୁକ୍ତିଲାଭ — ୫. Release from confinement; being set free; liberation.