ଛୁଟି ହେବା
ଦେଖଣା
ଛୁଟି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛୁଟି ହେବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. (କୌଣସି ବ୍ୟକ୍ତି) କାର୍ଯ୍ୟରୁ ଅବସର ଲାଭ କରିବା —୧. (a person) To get leave.
- ୨. (କୌଣସି ବ୍ୟକ୍ତି) ବନ୍ଧନ ବା ଜେଲରୁ ମୁକ୍ତ ହେବା — ୨. To be set free or released from confinement.
- ୩. (କୌଣସି ସ୍କୁଲ, କଚେରି, କାରଖାନାର କର୍ମ) ସ୍ଥକିତ ହେବା —୩. (a School, office or workshop) To be closed or stopped.
- ୪. (ଚାକିରି, ଅବଲମ୍ୱନ) ରହିତ ହେବା — ୪. (any post or service or support) To cease; to stop.
(ଯଥା—୩ ମାସ ହେଲା ମୋର ସର୍ଦ୍ଦାରୀ ଛୁଟି ଯିବାରୁ ମୁଁ ବେକାର ହୋଇ ବସିଛି)