Jump to content

ଛୁଟୁକା

ଉଇକିଅଭିଧାନ‌ରୁ

ଛୁଟୁକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛୁଟୁକିଆ—ଅନ୍ୟରୂପ)

ଦେଶଜ - ବିଶେଷଣ -(ସଂସ୍କୃତ - କ୍ଷୁଦ୍ର)

[ସମ୍ପାଦନା]
୧. କ୍ଷୁଦ୍ର; ଖୁଚୁରା; ଟିକି; ଟିକିଟିକି, ଲଘୁ; ଅତି ଛୋଟ — ୧. Minute; petty; very small.
୨. ଅନିର୍ଦ୍ଦିଷ୍ଟ —୨. Uncertain.
୩. ତୁଚ୍ଛ —୩. Insignificant.