Jump to content

ଛୁତକ

ଉଇକିଅଭିଧାନ‌ରୁ

ଛୁତକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମୃତକ—ବିପରୀତ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସୂତକ)

[ସମ୍ପାଦନା]
୧. ଛୁତିକିଆ (ଦେଖ) - ୧. Chhutikiā (See)
୨. ଛୁତା (ଦେଖ) - ୨. Chhuta (See)

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ପୃଷ୍ଟ)

[ସମ୍ପାଦନା]

ଅଶୁଚିବ୍ୟକ୍ତିଦ୍ୱାରା ସ୍ପୃଷ୍ଟ ହେବାରୁ ଅଶୁଦ୍ଧ —Contaminated by the touch of an unclean person.

ଶୁଦ୍ଧ ଅନ୍ନ ନ ଭକ୍ଷି ଛୁତକ ଅନ୍ନମାନ, ଉପାସନା ନଇବେଦ୍ୟ ନ କରିବ ଭିନ୍ନ ପ୍ରାଚୀ. ଶ୍ରୀ ଗୁରୁଭକ୍ତି ଗୀତା