ଛୁତିକିଆ
ଦେଖଣା
ଛୁତିକିଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସୂତକ)
[ସମ୍ପାଦନା]- ୧. ସନ୍ତାନଜନ୍ମଯୋଗୁଁ ଜ୍ଞାତି— ମାନଙ୍କୁ ଲାଗିବା ଅଶୌଚ; ସୂତକାଶୌଚ; ଜନନା— ଶୌଚ —୧. Uncleanness observed by the kinsmen on the birth of a child.
[ଦ୍ରଷ୍ଟବ୍ୟ —ଶିଶୁଜନ୍ମର ୧ ଦିନ ପରେ ସୂତକଜନିତ ଅଶୌଚ ଦୂର ହୁଏ]
- ୨. ପରିବାରରେ ସନ୍ତାନଜନ୍ମ — ୨. Birth of a child in the family.