ଛୁତୁକ
ଦେଖଣା
ଛୁତୁକ
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ସୂତକ)
[ସମ୍ପାଦନା]- ୧. ଜନ୍ମ — ୧. Birth of a child.
ନାହିଁ ତାଙ୍କର ଛୁତୁକ ମୃତ୍ୟୁକ ପ୍ରାଚୀ. ପରଚେଗୀତା
- ୨. ଜନନାଶୌଚ; ଛୁତିକିଆ (ଦେଖ) - ୨. Chhutikiā (See)
ଦେଶଜ - ବିଶେଷଣ -
[ସମ୍ପାଦନା]ଶିଶୁଜନ୍ମ ସମ୍ୱନ୍ଧୀୟ — Pertaining to childbirth.