Jump to content

ଛୁତ ପଡ଼ିବା

ଉଇକିଅଭିଧାନ‌ରୁ

ଛୁତ ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରସ୍ରାବ ସଙ୍ଗେ ସୂତା ପରି ଶୁକ୍ରଘଟିତ ଲାଳ ପଡ଼ିବା; ପ୍ରମେହ ରୋଗ — ୧. Gonorrhoea in which threadlike lmucus (pus) passes with the urine.
୨. ଛୁତପୋଡ଼ା (ଦେଖ) - ୨. Chhuta-poṟḍ̠ā (See)