Jump to content

ଛୁପ

ଉଇକିଅଭିଧାନ‌ରୁ

ଛୁପ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଛୁପ୍ ଧାତୁ+ ଭାବ. ଅ)

[ସମ୍ପାଦନା]
୧. ସ୍ପର୍ଶ —୧. Touch.
୨. ଯୁଦ୍ଧ —୨. Fight.
୩. ଚପଳତା —୩. Haste.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - କ୍ଷୁପ)—ବୁଦା —୧. Bush
୨. କ୍ଷୁଦ୍ର ଗଛ —୨. Plant.

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

ଛେପ —Spittle.