Jump to content

ଛୁରା

ଉଇକିଅଭିଧାନ‌ରୁ

ଛୁରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଛୁର ଧାତୁ= ଛେଦନ କରିବା+ କରଣ. ଅ+ ସ୍ତ୍ରୀ. ଆ ଜ୍ଞାନେନ୍ଦ୍ର)

[ସମ୍ପାଦନା]
୧. ବଡ଼ ଛୁରି — ୧. A large knife.
୨. (+ ସଂଜ୍ଞାର୍ଥେ. ଅ)—ଚୂର୍ଣ୍ଣ; ଚୂନା —୨. Powder.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମୁନିଆଁ ଛୁରି; ଛୋରା —୧. Dagger.
୨. (ଏହା ଛୁରି ପରି ଦେଖାଯିବାରୁ) ମଞ୍ଜି ନଡ଼ିଆରୁ ପ୍ରାୟ ଏକ ଚାଖଣ୍ଡ ଲମ୍ୱରେ ବାହାରି ଥିବା ଗଜା — ୨. Cocoanut seedlings of which the sprouts are more than ୬ inches in length.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -(ସଂସ୍କୃତ - କ୍ଷୁର; ଢୁଳ ଏହି ଅର୍ଥରେ ହିନ୍ଦୀ - ଛୁରା)

[ସମ୍ପାଦନା]

ଖୁର —Razor.

ଦେଶଜ - ବିଶେଷଣ - (ସଂସ୍କୃତ - ଛୁରା= ଚୂର୍ଣ୍ଣ)

[ସମ୍ପାଦନା]

ଚୁରା; ଚୃର୍ଣ୍ଣ ହୋଇଥିବା — Powdered; pulverised (Howells)