ଛୁରିତ
ଦେଖଣା
ଛୁରିତ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷଣ - (ଛୁର୍ ଧାତୁ= ରଞ୍ଜିତ କରିବା+କର୍ମ. ତ)
- ୧. ଲିପ୍ତ —୧. Anointed; besmeared.
- ୨. ଖଚିତ; ଜଡ଼ିତ —୨. Inlaid.
- ୩. ବ୍ୟାପ୍ତ —୩. Pervaded; filled; occupied; spread over.
- ୪. ଶୋଭିତ; ବିକଶିତ —୪. Adorned; shining.
- ୫. ଅଳଂକୃତ —୫. Decorated
- ୬. ରଞ୍ଜିତ —୬. Painted; coloured.
- ୭. ଖୋଦାର କରା ଯାଇଥିବା (ହିନ୍ଦୀ - ଶବ୍ଦସାଗର) — ୭. Engraven.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଲାସ୍ୟ ନାମକ ନୃତ୍ୟର ଏକ ଭେଦ — ୧. A kind of amorous ball-dance.
[ଦ୍ରଷ୍ଟବ୍ୟ —ଏ ନୃତ୍ୟ କଲାବେଳେ ନାୟକନାୟିକା ପରସ୍ପର ପ୍ରେମ— ପ୍ରଦର୍ଶନପୂର୍ବକ ପରସ୍ପରକୁ ଚୁମ୍ୱନ କରୁଥାଆନ୍ତି—ହିନ୍ଦୀ - ଶବ୍ଦସାଗର]
- ୨. ବିଜୁଳିର ଚମକ (ହିନ୍ଦୀ - ଶବ୍ଦସାଗର) — ୨. Flash of lightening.