ଛୁରିତକ
ଦେଖଣା
ଛୁରିତକ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ସରପୁନ୍ନାଗ) ଛୁରିଆନା ଗଛ; ଛୁରିଆନା (ଦେଖ) - —Chhurianā (See)
ଛୁରିତକ ତରୁଣୀ ପୁଷ୍ପାଙ୍କର ସର୍ବାଙ୍ଗେ—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୨. (ସଂସ୍କୃତ - ଛୁରିତ= ବିକାଶିତ) ଉଚ୍ଚ ହାସ୍ୟ — ୨. Loud laughter.
ଅପୂର୍ବ ଛୁରିତକହିଁ ଜନ୍ମ ହୋଇଲେ—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ