ଛୁ଼ଟ୍କୁରିଆ
ସାମାନ୍ୟ; ଛୋଟ — Petty; small.
x x x ଆଉ ଖିଦିରପୂର ବଜାରର ଛୁଟକୁରିଆ ବଢ଼ିଆ ସମସ୍ତ ଦୋକାନି ନିମନ୍ତ୍ରିତ ହୋଇଗଲେ ଫକୀରମୋହନ. ଗଳ୍ପସ୍ୱଳ୍ପ