Jump to content

ଛେଁଚ୍ଡ଼ା

ଉଇକିଅଭିଧାନ‌ରୁ

ଛେଁଚ୍ଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ତରକାରୀ ପାଇଁ କଟା ହେବା ପରିବାର ଚୋପା ଓ ଅନ୍ତି ଏବଂ ମାଛର ଅନ୍ତ ଓ ଗାଲିସି ଆଦିକୁ ବେଶି ତେଲରେ ସନ୍ତୁଳି ଯେଉଁ ତରକାରୀ କରାଯାଏ —୧. A curry made from the leavings of kitchen-vegetables and refuse of fish, fried in a large quantity of oil.
୨. (ସଂସ୍କୃତ - ତୁଚ୍ଛ)—ଛେଳିଆଦିଙ୍କ ଅନ୍ତ ଓ ପୁଟି ଆଦି ମନୁଷ୍ୟଙ୍କ ଖାଦ୍ୟାର୍ଥ ଅବ୍ୟବହାର୍ଯ୍ୟ ଅଂଶ —୨. Entrails and refuse-parts of the meat of an animal.

[ଦ୍ରଷ୍ଟବ୍ୟ —ଏହାକୁ ଚାଉଳ ସଙ୍ଗେ ସିଝାଇ ପୋଷା କୁକୁରଆଦିଙ୍କୁ ଖାଇବାକୁ ଦିଆଯାଏ]

ଦେଶଜ - ବିଶେଷଣ -

[ସମ୍ପାଦନା]

ଛେଚଡ଼ା (ଦେଖ) - Chhechaṟḍ̠ā (See)