Jump to content

ଛେଁ ଚ୍କି

ଉଇକିଅଭିଧାନ‌ରୁ

ଛେଁ ଚ୍କି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବଙ୍ଗଳାରୁ ଅନୁକୃତ)

[ସମ୍ପାଦନା]

ସନ୍ତୁଳା; ପାଣିରେ ସିଝାଯାଇ ଅଳ୍ପ ଘିଅ ବା ତେଲରେ ବଘରା ହୋଇଥିବା ବ୍ୟଞ୍ଜନ — Vegetable fried with a little ghee or oil after being boiled. (a curry).