ଛେଇବା
ଦେଖଣା
ଛେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଛେଇଁବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ସଂସ୍କୃତ - ଛିଦ୍ ଧାତୁ) ଛେଦନ କରିବା; ହାଣିବା —୧. To cut.
- ୨. ନଡ଼ିଆଆଦି ଫଳର ଉପରିସ୍ଥ ଚୋପାକୁ କଟୁରୀଦ୍ୱାରା ଛେଲିବା —୨. To scrape or chop off the rind of a fruit (e.g. cocoanut) with a bill-hook.
- ୩. ମୁଣ୍ଡ କାଟିବା —୩. To behead.
- ୪. (ସଂସ୍କୃତ - ଛଦ୍ ଧାତୁ) ଛୁଆଣି କରିବା — ୪. To thatch.