ଛେଉଣ୍ଡ
ଦେଖଣା
ଛେଉଣ୍ଡ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଛେଉଣ୍ଡା—ଅନ୍ୟରୂପ)
(ଛେଉଣ୍ଡୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ. (ସଂସ୍କୃତ - ଛେମଣ୍ଡ)
[ସମ୍ପାଦନା]- ୧. କୁଟୁମ୍ୱବିହୀନ ଏକାକୀ ପୁରୁଷ —୧. A single person who has no kinsman (M.W.)
- ୨. ପିତୃହୀନ ବା ମାତୃହୀନ ବା ଉଭୟହୀନ (ବାଳକ) — ୨. Orphaned.
ଶୁଣାଅଛି, ୭ବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲୁଥିଲା—ଫକୀରମୋହନ. ଛମାଣ ଆଠଗୁଣ୍ଠ
ଦେଶଜ - ବିଶେଷ୍ୟ - (ପୁଂ ଓ ସ୍ତ୍ରୀ)
[ସମ୍ପାଦନା]ପିତୃମାତୃହୀନ ବାଳକ ବା ବାଳିକା — Orphan.