Jump to content

ଛେଉଣ୍ଡୀ

ଉଇକିଅଭିଧାନ‌ରୁ

ଛେଉଣ୍ଡୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ଛେମଣ୍ଡ)

[ସମ୍ପାଦନା]

ପିତୃମାତୃହୀନା (ବାଳିକା) — Orphaned (girl).

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ପିତୃମାତୃହୀନା ବାଳିକା —An orphan girl.