Jump to content

ଛେକୋକ୍ତି

ଉଇକିଅଭିଧାନ‌ରୁ

ଛେକୋକ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଛେକ+ ଉକ୍ତି)

[ସମ୍ପାଦନା]

ବକ୍ରୋକ୍ତି; ଛଳବଚନ — A pun; sinuous speaking.

[ଦ୍ରଷ୍ଟବ୍ୟ —ଏହା ଅର୍ଥାନ୍ତରଗର୍ଭିତ ହୁଏ, ଅର୍ଥାତ୍ ଏକ ପ୍ରକାଶିତ ଅର୍ଥ ଛଡ଼ା ବାକ୍ୟରେ ଆଉ ଗୋଟିଏ ଧ୍ୱନ୍ୟର୍ଥ ମଧ୍ୟ ସୂଚିତ ହୁଏ]