ଛେଚଡ଼
ଦେଖଣା
ଛେଚଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ସଂସ୍କୃତ - ଛିତ୍ୱର= କୁଚରିତ୍ର; ଧୃର୍ତ୍ତ;ସଂସ୍କୃତ - ତୁଚ୍ଛ)
[ସମ୍ପାଦନା]- ୧. ନଷ୍ଟଚରିତ୍ର; ଲମ୍ପଟ — ୧. Lascivious lecherous.
- ୨. ଖେଚେଡ଼ା; ଦୁଷ୍ଟ; ଖଳ —୨. Wicked.
(ଛେଁଚଡ଼ା, ଛେଚେଡ଼ୀ—ସ୍ତ୍ରୀ)
(ଛେଚୋଡ଼—ଅନ୍ୟରୂପ)
- ୩. ବଗୁଲିଆ — ୩. Profligate; wanton.
- ୪. ପ୍ରତାରକ; ବଞ୍ଚକ —୪. Cheating; fraudullent.
- ୫. ଯେ ପରର ଦେୟ ନିର୍ଦ୍ଦିଷ୍ଟ କାଳରେ ବାରଂବାର ତଲବରେ ସୁଦ୍ଧା ଦିଏ ନାହିଁ —୫. A person who is very loth to pay other's dues even after repeated demands,
- ୬. ନୀଚପ୍ରକୃତିକ —୬. Low; mean.
- ୭. ବେହାୟା; ନିର୍ଲଜ୍ଜ —୭. Shameless.