Jump to content

ଛେଚଡ଼ା

ଉଇକିଅଭିଧାନ‌ରୁ

ଛେଚଡ଼ା

ଉଚ୍ଚାରଣ

[ସମ୍ପାଦନା]

ଛେଚଡ଼ା, ଛେଚୋଡ଼ାଅନ୍ୟରୂପ

  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଛେଚଡ଼ (ଦେଖ) - ୧. Chhechaṟḍ̠a (See)
୨. ମାଡ଼ ଖାଇଖାଇ ଗୟାଁ; ଛେଚା ବା କୁଟ୍ଟା ଖାଇବାରେ ଅଭ୍ୟସ୍ତ — ୨. Impervious or insensible or habituated to sound or thrashings
୩. ବାରଂବାର ଛେଚା ହେବା ଯୋଗୁଁ ଯାହାର ଅଗ୍ରଭାଗ ଛିନ୍ନଭିନ୍ନ ହୋଇ ଯାଇ ଥାଏ (ଯଥା; ଦାନ୍ତକାଠି, ଯଷ୍ଠି) — ୩. With the head smashed into fibres as a result of constant pounding.