ଛେଚଡ଼ାଙ୍ଗି
ଦେଖଣା
ଛେଚଡ଼ାଙ୍ଗି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛେଚଡ଼ାପଣ, ଛେଚଡ଼ାପଣିଆଁ, ଛେଚେଡ଼ାଙ୍ଗି, ଛେଚେଡ଼ାମିଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଖଳତା — ୧. Wickedness.
- ୨. ନଷ୍ଟଚରିତ୍ରତା — ୨. Dissoluteness of character.
- ୩. ବଗୁଲିଆପଣ — ୩. Profligacy; wantonness.
- ୪. ପ୍ରତାରଣା — ୪. Fraud; deceit.
- ୫. ନୀଚ ବୃତ୍ତି; ନୀଚତା —୫. Meanness; lowness.
- ୫. ଦନ୍ଥରା (ଶସ୍ତ୍ରାଦି) —୫. Blunted (Weapon).