Jump to content

ଛେଚା

ଉଇକିଅଭିଧାନ‌ରୁ

ଛେଚା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛିଦ୍ ଧାତୁ)

[ସମ୍ପାଦନା]
୧. ଛେଚିବା; ଉପର୍ଯ୍ୟୁପରି ଆଘାତ ପୂର୍ବକ ପେଷଣ ବା କୁଟ୍ଟନ — ୧. Crushing; bruising; pounding; smashing.
୨. (ଯଥା—ଆମ୍ୱଛେଚା) ପେଷା ହୋଇଥିବା ପଦାର୍ଥ — ୨. A pounded thing.
୩. ମାଡ଼; ବିଶେଷ ପ୍ରହାର —୩. A sound beating.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. (ଯଥା, ଛେଚା କତା) କୁଟା ଯାଇଥିବା; ପିଷ୍ଟ ଯାଇଥିବା —୧. Pounded; bruised.
୨. (ଯଥା; ଛେଚା ବରଷା) ପ୍ରଚୂର; ଧୁମ୍କୁଟ୍ — ୨. Incessant or heavy (shower).