Jump to content

ଛେଚାଛେଚି

ଉଇକିଅଭିଧାନ‌ରୁ

ଛେଚାଛେଚି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପରସ୍ପର ପରସ୍ପରକୁ ଛେଚିବା ବା ପ୍ରହାର କରିବା —୧. Mutual beating; beating or pounding each other.

କଣ୍ଠକୁ କଣ୍ଠ ଦୁହେଁ ଛେଚାଛେକି କଲେ କୃଷ୍ଣସିଂହ. ମହାଭାରତ. ସଭା

୨. ବହୁ ପଦାର୍ଥକୁ ଶିଳ ଆଦିରେ ଛେଚିବା କର୍ମ — ୨. Act of pounding many things.

ଦେଶଜ - ବିଶେଷଣ -

[ସମ୍ପାଦନା]

ପରସ୍ପର ପରସ୍ପରଦ୍ୱାରା ପ୍ରହାରିତ — Beat mutually.