Jump to content

ଛେଚି କୋଡ଼ି ହେବା

ଉଇକିଅଭିଧାନ‌ରୁ

ଛେଚି କୋଡ଼ି ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଦୁଃଖରେ ଅତ୍ୟନ୍ତ ବ୍ୟତିବ୍ୟସ୍ତ ଓ ଛଟପଟ ହେବା — To be restless with pangs or grief.

ତୁମ୍ଭେ ଯେ ବସି ଛେଚି କୋଡ଼ି ହୋଇ ଶୋକ କରିଲେ କେବେ ଜୀଇ ନାହିଁ ଏ ବାଳକ—କୃଷ୍ଣସିଂହ. ମହାଭାରତ. ଶାନ୍ତି