ଛେଛରି
ଚିରା; ଫଟା — Torn; rent
ଛେଛରି ଛତା, ହାଟ୍କେ ନେଲେ ପଇସା ହେତା—ଢଗ
(ଅର୍ଥ—ଚିରା ଛତା ହାଟକୁ ନେଲେ ତାହା ବିକିଲେ ପଇସା ମିଳନ୍ତା)