Jump to content

ଛେଣି

ଉଇକିଅଭିଧାନ‌ରୁ

ଛେଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛିଦ୍ ଧାତୁ)

[ସମ୍ପାଦନା]
୧. ପଥର ବା ଲୁହା କାଟିବା ଉପଯୋଗି ଛୋଟ ନିହଣ; ଟାଙ୍କୀ —୧. A small stout iron instrument for cutting stone or iron; a drill.
୨. ଷ୍ଟାମ୍ପ୍, କୋଟ୍ଫିସ୍ ବା ଟିକଟ ଆଦିରେ ଛିଦ୍ର କରିବା ଅସ୍ତ୍ର — ୨. An instrument to perforate stamps or courtfees; a punching instrument.