Jump to content

ଛେତ୍ତା

ଉଇକିଅଭିଧାନ‌ରୁ

ଛେତ୍ତା

ଉଚ୍ଚାରଣ

[ସମ୍ପାଦନା]
(ଛେତ୍ତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଛିଦ୍ ଧାତୁ+କର୍ତ୍ତୃ. ତୃ=ଛେତ୍ତୃ; ୧ମା. ୧ବ.)

[ସମ୍ପାଦନା]

ଛେଦକ; ଯେ ଛେଦନ କରେ — Cutting.