ଛେଦକ
ଦେଖଣା
ଛେଦକ
ଉଚ୍ଚାରଣ
[ସମ୍ପାଦନା](ଛେଦିକା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ—(ଛେଦ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଯେ ଛେଦନ କରେ; ଛେଦନ କାରକ — ୧. One who cuts; cutter.
- ୨. (ଜ୍ୟାମିତି) ଯେଉଁ ରେଖା ଅନ୍ୟ ରେଖା ବା କ୍ଷେତ୍ରକୁ କାଟେ —୨. (geometry) A line cutting another line of a figure.
- ୩. (ଗଣିତ) ଭାଜକ —(mathematics) Divider.
ବିଶେଷଣ -
[ସମ୍ପାଦନା]- ୧. ବିନାଶକାରୀ —୧. Destroying; destructive.
- ୨. କର୍ତ୍ତନକାରୀ —୨. Cutting.