Jump to content

ଛେଦକାର

ଉଇକିଅଭିଧାନ‌ରୁ

ଛେଦକାର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି (ଧୋବା ଆଦି) ଖଡ୍ଗ ବା କଟୁରିରେ ଠାକୁରାଣୀଙ୍କ ଆଗରେ ବୋଦା ହାଣେ — ୧. A person who beheads a victim at an animal-sacrifice.
୨. ପଥର କାଟିବା କାରିଗର —୨. Stone cutter.