ଛେଦନ
ଦେଖଣା
ଛେଦନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଛିଦ୍ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. କର୍ତ୍ତନ — ୧. Cutting.
- ୨. ଖଣ୍ଡ —୨. Piece.
- ୩. କାଟିବା ଅସ୍ତ୍ର —୩. Cutting instrument.
- ୪. ବିଭକ୍ତ କରଣ —୪. Division.
- ୫. ନାଶ; ଉଛେଦ —୫. Cessation; destruction.
- ୬. ଯେଉଁ ଔଷଧ କଫ ଆଦିକୁ ଗଳାରୁ ବାହାର କରିଦିଏ — ୬. An expectorant medicine.