Jump to content

ଛେଦଭେଦ

ଉଇକିଅଭିଧାନ‌ରୁ

ଛେଦଭେଦ

ଉଚ୍ଚାରଣ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛେଦ ଓ ଭେଦ; କିମ୍ୱା ଛନ୍ଦ ଓ ଭେଦ)

୧. କପଟ ବା ଛଳ ବ୍ୟବହାର — ୧. Knavery; deciet.
୨. କୂଟନୀତି —୨. Diplomacy.
୩. ପରଚ୍ଛିଦ୍ର; ଗୁପ୍ତଦୋଷ —୩. Secret blemished.
୪. ଗୁପ୍ତ ରହସ୍ୟ —୪. Secrets.
୫. ସମଗ୍ର ତତ୍ତ୍ୱ — ୫. All the secrets.

କହ ଭୋ ସୃତ ଛେଦଭେଦ ପୁଛିଲୁ ଯେବଣ ସମ୍ୱାଦ ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ