Jump to content

ଛେଦା

ଉଇକିଅଭିଧାନ‌ରୁ

ଛେଦା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଧଡ଼ି ନ ଥିବା ପିନ୍ଧାଲୁଗା —୧. A wearing cloth without coloured borders.

[ଦ୍ରଷ୍ଟବ୍ୟ —ଏ ଲୁଗାକୁ ପିତୃହୀନ, ବୃଦ୍ଧ ଓ ବିଧବାମାନେ ପିନ୍ଧନ୍ତି]

୨. ଗୁଡ଼ରେ ରହିଯିବା ସାନସାନ ଆଖୁଚୋପା — ୨. Small bits of sugarcane left in the molasses.
୩. କ୍ଷୁଦ୍ର କ୍ଷୁଦ୍ର ଖଣ୍ଡ —୩. Cloth; small bits.
୪. ଏ ପ୍ରକାର ବସାଦହି (ଏହା ଉତ୍ତମରୂପେ ବସି ନ ଥାଏ ଓ ଏଥିରେ ଖଣ୍ଡ ଖଣ୍ଡିଆ ଆଂଶନାମ ଭାସୁଥାଏ) — ୪. A kind of clotted curd (not well curdled).
୫. ହାଣିବା; କାଟିବା; ହାଣ; କାଟ —୫. Cutting.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ମାଠିଆ —An earthen pitcher.

ଦେଶଜ - ବିଶେଷଣ -

[ସମ୍ପାଦନା]

କର୍ତ୍ତିତ; କଟା ହୋଉଥିବା —Cut into pieces.

ବରଣ ପାଶେ ଥିଲା ଛେଦା ଶବ ଚାହିଁଲା ଏ ଦିଶେ ପ୍ରଭୁ ଘୋଷି ଉପେନ୍ଦ୍ର ଭଞ୍ଜ—ବୈଦେହୀଶବିଳାସ