Jump to content

ଛେଦିତ

ଉଇକିଅଭିଧାନ‌ରୁ

ଛେଦିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଛିଦ୍ ଧାତୁ ଣିଜନ୍ତ=ଛେଦି ଧାତୁ+କର୍ମ ତ)

[ସମ୍ପାଦନା]
୧. ଯାହା ଅନ୍ୟଦ୍ୱାରା ଛେଦନ କରାଯାଇ ଅଛି — ୧. Cut.
୨. ଏକାଧିକ ଭାଗରେ ବିଭକ୍ତ — ୨. Divided into parts.
୩. କାଟି କରି ବା ଛିଣ୍ଡାଇ ପୃଥକ କରାଯାଇଥିବା — ୩. Severed; separated.