ଛେନାଗୁଡ଼
ଦେଖଣା
ଛେନାଗୁଡ଼
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଛେନା+ଗୁଡ଼)
[ସମ୍ପାଦନା]- ୧. ମିଷ୍ଟାନ୍ନରୂପେ ବ୍ୟବହୃତ ଛେନା ଓ ଗୁଡ଼ —୧. Cheese and sugar mixed together.
- ୨. (କାନଫେଡ଼ା ହେବା ବେଳେ ପିଲାର ହାତରେ ଛେନା ଗୁଡ଼ଦେଇ ପିଲାଙ୍କୁ କହନ୍ତି "ଛେନାଗୁଢ ଖା", ପିଲା ଛେନା ଗୁଡ଼ ଖାଇବାରେ ଲାଗିଥିଲା ବେଳେ ଭଣ୍ଡାରି ତା କାନକୁ ଛୁଞ୍ଚିରେ ଟୁକ୍ କିନି ଫୋ଼ଡ଼ି ଦିଏ; ଏଥିପାଇଁ ଲକ୍ଷଣାର୍ଥ) ପିଲାଙ୍କୁ ଭଣ୍ଡାଇଲା ପରି ଅଳ୍ପ ମୂଲ୍ୟର ଲୋଭନୀୟ ବସ୍ତୁ — ୨. Any trifling bait.
- ୩. (ଲକ୍ଷଣାର୍ଥ) ଅଳ୍ପ ମୂଲ୍ୟର ବସ୍ତୁ — ୨. (figurative) Any trifle.
[ଦ୍ରଷ୍ଟବ୍ୟ —ଏହା ମଧ୍ୟ 'ଛେନା' ପରି 'କିଛି ନାହିଁ' ଅର୍ଥରେ ବିରକ୍ତିର ବ୍ୟବହୃତ ହୁଏ ]