Jump to content

ଛେନାପଣା

ଉଇକିଅଭିଧାନ‌ରୁ

ଛେନାପଣା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଛେନା ଓ ନବାତ ଯୁକ୍ତ ପାନୀୟ —A drink made by dissolving sugar or molasses in water and putting bits if cheese in it.

ଛେନାପଣା ସିନା ଖାଇଲେ ପାକ ହୋଏ, ବିଷପଣା ଖାଇଲେ ନିକି ଲୋକ ଜୀଏଁ କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ