ଛେନା ଛିଣ୍ଡାଇବା
ଦେଖଣା
ଛେନା ଛିଣ୍ଡାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛେନା ଛିଣ୍ଡାଇବା
|
ଛେନା ଛିଣ୍ଡେଇବା, ଛେନା ବସା(ସେ)ଇବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଗରମ ଦୁଧରେ ଖଟାବା ଫିଟିକିରି ମିଶାଇ କିମ୍ୱା ଦହିକୁ ନିଆଁରେ ବସାଇ ସେଥିରୁ ଛେନା ପ୍ରସ୍ତୁତ କରିବା —To prepare cheese or cued or milk.
[ଦ୍ରଷ୍ଟବ୍ୟ —ଦୁଧକୁ ଛିଣ୍ଡାଇ ଛେନା କରାଯାଏ; ଲୋକେ ଦୁଧକୁ ଛିଣ୍ଡାଇ ଛେନାରେ ପରିଣତ କରନ୍ତି, ଅଥଚ ଛେନା ଛିଣ୍ଡାଇବା କହନ୍ତି]