ଛେପ ଢୋକିବା
ଦେଖଣା
ଛେପ ଢୋକିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛେପ ଢୋକିବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ମୁଖନିଃସୃତ ଛେପକୁ ଗଳାଧଃକରଣ କରିବା —୧. To swallow the spittle.
- ୨. (ଲକ୍ଷଣାର୍ଥ) କହିଥିବା ସତ୍ୟ ପାଳନ କରିବା — ୨. (figurative) Not to carry out one's promise.
(ଯଥା—ସେ ନାମବଡ଼ା ରାଜାଟାଏ ହୋଇ ସୁଦ୍ଧା ପକାଇବା ଛେପ ଢୋକିଲା)