ଛେରା
ଦେଖଣା
ଛେରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛେରା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - କ୍ଷର୍ ଧାତୁ; କିମ୍ୱା ସଂସ୍କୃତ - ସୃଜ୍ ଧାତୁ)
[ସମ୍ପାଦନା]- ୧. ତରଳ ମଳ — ୧. Loose stools; watery evacuation.
- ୨. ଭୂମିରେ ଯେଉଁ ସୁଗନ୍ଧ ଜଳ ଛିଞ୍ଚାଯାଏ — ୨. Scented water sprinkled on the ground.
କ୍ରୋଣା ଲମ୍ୱାଇ ଗୃହ ମଣ୍ଡେ ଚନ୍ଦନ ଛେରା ରାଜଦାଣ୍ଡେ ଜଗନ୍ନାଥ. ଭାଗବତ
ଅନୁବାଦ
[ସମ୍ପାଦନା]- ୩. ଛରରା (ଦେଖ) - ୩. Chherarā (See)
- ୪. ତରଳ ପୁରୀଷ ତ୍ୟାଗ — ୪. Passing of loose stools.
- ୫. (ଗୋରୁ ଓ ମନୁଷ୍ୟଙ୍କର) ତରଳ ପୁରୀଷତ୍ୟାଗ କରିବା ରୋଗ —୫. Diarrhoea; looseness of bowels.
ପାପୀ ବିହରେ ଛେରା ରୋଗ ଢ଼ଗ
- ୬. ଗୋରୁଙ୍କର ଛେରା ରୋଗ; ଠାକୁରାଣୀ ରୋଗ; ଗୋବସନ୍ତ — ୬. Rinderpest.
ଅନୁବାଦ
[ସମ୍ପାଦନା]ଛେରା
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ତରଳ ପୁରୀଷ ତ୍ୟାଗକାରୀ — ୧. One who habitually passes loose stools.
- ୨. ଛେରୁଆ (ଦେଖ) - ୨. Chheruā (See)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଭୂମିରେ ଛିଞ୍ଚାଯିବା ଗୋବରପାଣି — Cowdung and water sprinkled on the ground.