Jump to content

ଛେରିବା

ଉଇକିଅଭିଧାନ‌ରୁ

ଛେରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ସଂସ୍କୃତ - କ୍ଷର୍ଧାତୁ) ତରଳ ମଳ ତ୍ୟାଗ କରିବା — ୧. To pass watery stools.
୨. (ଲକ୍ଷଣାର୍ଥ) ରୋଗ ବା ଭୟହେତୁ ତରଳ ପୁରୀଷ ତ୍ୟାଗ କରିବା —୨. To pass stools through disease or fear.

[ଦ୍ରଷ୍ଟବ୍ୟ —ଏହି କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା, ପକାଇବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]