Jump to content

ଛେଲୁଆ

ଉଇକିଅଭିଧାନ‌ରୁ

ଛେଲୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଲ୍ଲି)

[ସମ୍ପାଦନା]
୧. ପାତ୍ରରୂପେ ବ୍ୟବହୃତ ମାଟି ହାଣ୍ଡିର ବଡ଼ ଭଙ୍ଗାଖଣ୍ଡ; ଖାଣ୍ଡି —୧. A large broken bit of earthern ware used as a pot.
୨. ବଡ଼ ଖପରା —୨. Big potsherd.

[ଦ୍ରଷ୍ଟବ୍ୟ —ହାଣ୍ଡିକୁ ଭାଙ୍ଗିଲେ ତହିଁରୁ ଯେଉଁ ଅଂଶ ପାତ୍ରରୂପେ ବ୍ୟବହୃତ କରାଯାଇ ପାରେ ତାକୁ ଛେଲୁଆ କହନ୍ତି, ଟିକିଟିକି ଅଂଶକୁ ଖପରା କହନ୍ତି]