ଛେଲୁଆ ମାରିବା
ଦେଖଣା
ଛେଲୁଆ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛେଲୁଆ ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଖଣ୍ଡେ ଛେଲୁଆ ବା ଖପରାକୁ ତୀର୍ଯ୍ୟକ୍— ଭାବରେ ଏପରି ପାଣି ଭିତରକୁ ପକାଯାଏ ଯେ, ତାହା ପାଣି ଉପରକୁ ସ୍ପର୍ଶ କରି ଡ଼େଇଁ ଡ଼େଇଁକା ଖଣ୍ଡଦୂର ଚାଲିଯାଏ — To play at ducks and drakes with a potsherd.